ସଂଗ୍ରହକାରୀ

ଉଇକିଅଭିଧାନ‌ରୁ

ସଂଗ୍ରହକାରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଗ୍ରହକାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଂଗ୍ରହ+କୃ ଧାତୁ+କର୍ତ୍ତୃ, ଇନ୍, ୧ମା. ୧ବ;+ କର୍ତ୍ତୃ. ଅ)[ସମ୍ପାଦନା]

ଯେ ଗୋଟାଏ ବା ଏକତ୍ର କରେ —Gathering; collecting.

ବିଶେଷ୍ୟ -[ସମ୍ପାଦନା]

ଏକତ୍ର କରିବା ବ୍ୟକ୍ତି; ସଂକଳୟିତା — Compilar; collector; gatherer.