ସଂଗ୍ରହଣୀ

ଉଇକିଅଭିଧାନ‌ରୁ

ସଂଗ୍ରହଣୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଙ୍ଗ୍ରହଣୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସମ୍+ଗ୍ରହ ଧାତୁ+କରଣ ଅନ+ସ୍ତ୍ରୀ ଈ)[ସମ୍ପାଦନା]

୧. ଗ୍ରହଣୀ ରୋଗ —୧. Chronic dysentery.
୨. ଭୟଙ୍କର ବା ବହୁକାଳ ସ୍ଥାୟୀ ଉଦରାମୟ; ଅତିସାର —୨. An acute form of diarrhoea; chronic diarrhoea.
୩. ସଂଗ୍ରହ (ଦେଖ) - —୩. Saṁgraha (See)