Jump to content

ସଂଗ୍ରହିତା

ଉଇକିଅଭିଧାନ‌ରୁ

ସଂଗ୍ରହିତା

ଉଚ୍ଚାରଣ

[ସମ୍ପାଦନା]
(ସଂଗ୍ରହୀତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ+ଗ୍ରହ ଧାତୁ+କର୍ତ୍ତୃ ତୃ ୧ମା ୧ବ)

[ସମ୍ପାଦନା]

ସଂଗ୍ରହକାରୀ —Collecting; compiling.

ବିଶେଷ୍ୟ -

[ସମ୍ପାଦନା]

ସଂଗ୍ରହକାରୀ ବ୍ୟକ୍ତି —Collector; compiler.