Jump to content

ସଂଗ୍ରାହକ

ଉଇକିଅଭିଧାନ‌ରୁ

ସଂଗ୍ରାହକ

ଉଚ୍ଚାରଣ

[ସମ୍ପାଦନା]

(ସଙ୍ଗ୍ରାହକ—ଅନ୍ୟରୂପ)

(ସଂଗ୍ରାହିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+ଗ୍ରହ ଧାତୁ+କର୍ତ୍ତୃ ଅକ)

[ସମ୍ପାଦନା]

ସଂଗ୍ରହ— କାରୀ; ସଂଗ୍ରହୀତ —Collecting; compi ling.

ବିଶେଷ୍ୟ -

[ସମ୍ପାଦନା]
୧. ଯେ ସଂଗ୍ରହ କରେ — ୧. Collector.
୨. ସଂକଳନକାରୀ — ୨. Compiler.