ସଂଗ୍ରାହୀ
ଦେଖଣା
ସଂଗ୍ରାହୀ
ଉଚ୍ଚାରଣ
[ସମ୍ପାଦନା](ସଙ୍ଗ୍ରାହୀ—ଅନ୍ୟରୂପ)
(ସଂଗ୍ରାହଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ—(ସମ୍+ଗ୍ରହ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ)
[ସମ୍ପାଦନା]ସଂଗ୍ରାହକ (ଦେଖ) - —Saṁgrāhaka (See)
ବିଶେଷ୍ୟ -
[ସମ୍ପାଦନା](ବୈଦ୍ୟକ) କଟୂକ ବା ପିତାକୋରୁଆ ଗଛ —Wrighita Anti- <? ?>Dysenterica (plant).
[ଦ୍ରଷ୍ଟବ୍ୟ —ଏହା ସଂଗ୍ରହଣୀ ରୋଗର ପ୍ରଧାନ ଔଷଧ ଥିବାରୁ ଏହାର ଏପରି ନାମ ହୋଇଅଛି]