ସଂଘ

ଉଇକିଅଭିଧାନ‌ରୁ

ସଂଘ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଙ୍ଘ; ସଙ୍ ଘ—ଅନ୍ୟରୂପ)

=== ସଂସ୍କୃତ - ବି—(ସମ+ହନ୍ ଧାତୁ=ବଧ କରିବା+ପରିଚ୍ଛନ ହେବା+ କର୍ମ. ଅ)

୧. ସମୂହ; ରାଶି; ଗଦା —୧. Collection. heap.
୨. ସମିତି; ସଭା; ସମାଜ —୨. An association.
୩. ଜନତା; ଲୋକଭିଡ଼; ଗହଳି —୩. Crowd.
୪. ସଜାତୀୟ ଓ ବିଜାତୀୟ ବହୁ ମନୁଷ୍ୟ ବା ଜୀବମାନଙ୍କର ମିଳିତ ଗଣ — ୪. A company of men or animals (of the same and different class).
୫. ଭିକ୍ଷୁ ଓ ଭିକ୍ଷୁଣୀମାନଙ୍କ ସମାଜ —୫. The society of Buddhist monks and nuns.
୬. ପଲ; ପଞ୍ଝା; ବୃନ୍ଦ; ଦଳ —୬. Flock; multitude.
୭. ବୌଦ୍ଧମାନଙ୍କର ସମାଜ ବା ଦଳ; ବୌଦ୍ଧ ସଂପ୍ରଦାୟ — ୭. The aggregate of all the Buddhists; the whole sect of the Buddhists.
୮. ବୌଦ୍ଧ ଧର୍ମର ତ୍ରିରତ୍ନ ମଧ୍ୟରୁ ଏକତମ (ଅନ୍ୟ ଦୁଇଟି— ଧର୍ମ ଓ ବୁଦ୍ଧ) —୮. One of the ୩ gems or Trinity of the Buddhist religion.



  • (file)