ସଂଘଟ

ଉଇକିଅଭିଧାନ‌ରୁ

ସଂଘଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସଂଘଟ, ସଙ୍ ଘଟ, ସଙ୍ଘଟନ (ନା),ସଙ୍ ଘଟନ (ନା), ସଂଘଟନ(ନା) ଅନ୍ୟରୂପ

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଓଡ଼ଚଷାମାନଙ୍କର ବିବାହାଦିରେ ଚାଉଳ; ଡ଼ାଲି ପରିବା ଆଦି ମିଶି ସିଝାଯାଇ ସେମାନଙ୍କର ଘାଣ୍ଟିଆ ଖାଦ୍ୟବିଶେଷ, ଯାହା ସେମାନଙ୍କର ଜାତିଆଣ ପଙ୍ଗତରେ ନିମନ୍ତ୍ରିତ ଜାତିଭାଇମାନଙ୍କ ପତ୍ରରେ ଦିଆଯାଏ —A hotchpot prepared on the occasion of caste dinner amongst the Oṟḍ̠a chashās of Orissa.

ବିଶେଷଣ -[ସମ୍ପାଦନା]

ଯଥେଷ୍ଟ; ପର୍ଯ୍ୟାପ୍ତ —Sufficient; enough.

=== ସଂସ୍କୃତ - ବି— (ସମ୍+ଘଟ ଧାତୁ=ଚେଷ୍ଟା କରିବା+ଭାବ. ଅ)

୧. ମେଳନ; ନିଯୋଜନ —୧. Meeting; coming together;joining together.
୨. ମିଶ୍ରଣ —୨. Combination.
୩. ଗଠନ —୩. Formation.
୪. ଘଟନା —୪. Event.
୫. ଘଟିବା —୫. Happening.
୬. ବିବରଣ; ବୃତ୍ତାନ୍ତ —୬. Description.

[ଉ—ତାହାର ସଂଘଟନ ଯେତେ, ବୁଝାଇ କହ ମୋ ଅଗ୍ରତେ ଜଗନ୍ନାଥ—ଭାଗବତ]