ସଂଘର୍ଷ

ଉଇକିଅଭିଧାନ‌ରୁ

ସଂଘର୍ଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବି—(ସମ୍+ଘୃଷ୍ ଧାତୁ=ଘଷିବା+ଭାବ. ଅ)[ସମ୍ପାଦନା]

୧. ପର— ସ୍ପର ପରସ୍ପରକୁ ଯୁଦ୍ଧାର୍ଥ ସ୍ପର୍ଦ୍ଧା ସହିତ ଆହ୍ୱାନ — Mutual defiance; mutual challenge.
୨. ବାଜି ରଖିବା —୨. Laying a wager.
୩. ପରସ୍ପର ଘର୍ଷଣ —୩. Rubbing together; friction.
୪. ମର୍ଦନ; ଘୋଟିବା —୪. Poundin; pestling.
୫. ଧୀରେ ଧୀରେ ଗମନ —୫. Going gently; gliding.
୬. ଧୀରେ ଧିରେ ବହିବା (ପାଣି, ପବନ) —୬. Gentle flowing of water or blowing of wind.
୭. ଡ଼ଙ୍ଗା ବୋହିବା —୭. The steering of a ship; the plying of a boat.
୮. ପ୍ରତିଦ୍ୱନ୍ଦିତା — Rivalry; emulation (Apte).
୯. ଈର୍ଷା — ୯. Jealousy; envy (Apte.
୧. ଯୁଦ୍ଧ; ଦ୍ୱନ୍ଦ — ୧୦. Contest; fighting; duel.