Jump to content

ସଂଘୁଷିତ

ଉଇକିଅଭିଧାନ‌ରୁ

ସଂଘୁଷିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସମ୍+ଘୁଷ୍ ଧାତୁ=ଘୋଷଣା କରିବା+କର୍ମ ତ)

[ସମ୍ପାଦନା]
୧. ସମ୍ୟକରୂପେ ପ୍ରଚାରିଚ ବା ଉଦ୍— ଘୋଷିତ —୧. Very widely proclaimed; published broadcast.
୨. ଶବ୍ଦିତ —୨. Sounded; resounded.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. (+ଭାବ ତ) ଶବ୍ଦ —୧. Sound.
୨. ଘୋଷଣା — ୨. Proclamation.



ସଂଘୁଷିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ସଂଘୃଶିତ (ଦେଖ) - — Saṁghushita. (See)