ସଂଜ୍ଞ
ଦେଖଣା
ସଂଜ୍ଞ
ଉଚ୍ଚାରଣ
[ସମ୍ପାଦନା][ସଞ୍ଜଜ୍ଞ, ସଂଜ୍ଞକ—ଅନ୍ୟରୂପ]
[ସଂଜ୍ଞା, ସଜ୍ଞକା—ସ୍ତ୍ରୀ]
ସଂସ୍କୃତ - ବିଶେଷଣ - ପୁଂ—(ଅନ୍ୟ ଶବ୍ଦ ପରେ ସସାସରେ 'ସଂଜ୍ଞା' ଶବ୍ଦ ଆକାରନ୍ତ ହୋଇ 'ସଂଜ୍ଞ' ହୁଏ)
[ସମ୍ପାଦନା]- ୧. ସଂଜ୍ଞାଯୁକ୍ତ —୧. Having the definition of; styled as.
- ୨. ଉପାଧିଯୁକ୍ତ —୨. Having the title of.
- ୩. ଚାଲିଲାବେଳେ ଯାହାର ଦୁଇ ଆଣ୍ଠୁ ପରସ୍ପର ସାଙ୍ଗେ ବାଜେ —୩. Knock-kneed. (Apte).
- ୪. ଅମୁକ ନାମରେ ନାମିତ —୪. Named; called. (Apte).
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକ ପ୍ରକାର ହଳଦିଆ ସୁଗନ୍ଧ କାଠ — A yellow fragrant wood. (Apte)