Jump to content

ସଂଜ୍ଞାନ

ଉଇକିଅଭିଧାନ‌ରୁ

ସଂଜ୍ଞାନ

ଉଚ୍ଚାରଣ

[ସମ୍ପାଦନା]

(ସଞ୍ ଜ୍ଞାନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସମ୍+ ଜ୍ଞା ଧାତୁ+ଭାବ. ଅନ)

[ସମ୍ପାଦନା]
୧. ଜ୍ଞାନ — ୧. Knowledge; sensation.
୨. ଚେତନା — ୨. Consiciousness.
୩. ସଂକେତ — ୩. Sign; gesture.