ସଂଜ୍ଞିତ
ଦେଖଣା
ସଂଜ୍ଞିତ
ଉଚ୍ଚାରଣ
[ସମ୍ପାଦନା](ସଂଜ୍ଞିତା—ସ୍ତ୍ରୀ)
[ସଂଞ୍ ଜ୍ଞିତ—ଅନ୍ୟରୂପ]
ସଂସ୍କୃତ - ବିଶେଷଣ - ପୁଂ—(ସଂଜ୍ଞା+ସଂଜାତ ଅର୍ଥରେ ଇତ)
[ସମ୍ପାଦନା]ସଂଜ୍ଞାରେ ବା ନାମରେ ଅଭିହିତ —Named as; known as; called.
[ଯଥା—କର୍ମସଂଜ୍ଞିତ=ଯାହାକୁ ଲୋକେ 'କର୍ମ' ନାମରେ ଡ଼ାକନ୍ତି]
[ଦ୍ରଷ୍ଟବ୍ୟ —ଏହି ଶବ୍ଦ କେବଳ ଅନ୍ୟ ନାମ ବା ବିଶେଷ୍ୟ ସହିତ ସମାସରେ ଯୁକ୍ତ ହୁଏ, ଯଥା ଗୋପାଳସଂଜ୍ଞିତ]