Jump to content

ସଂପାକ

ଉଇକିଅଭିଧାନ‌ରୁ

ସଂପାକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ସମ୍ପାକ (ଦେଖ) - Sampāka (see)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସୁପାକ)

[ସମ୍ପାଦନା]

ଭଲ ରାନ୍ଧଣା — Nice cooking.

[ଉ ସକଳ ପରିବା ଏକଠାବେ ସିଝାଇଲେ ନଳ ବିଧି ରାନ୍ଧଣାରେ ସଂପାକ କରିଲେ— ପ୍ରାଚୀ. ନଳଚରିତ]