Jump to content

ସଂପାଗ

ଉଇକିଅଭିଧାନ‌ରୁ

ସଂପାଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପାକ; ରୋଷେଇ —Cooking.

(ଉ—ଚରଣ ପଖାଳି ଚଳଇ ବାଳୀ କହଇ ସଂପାଗ ମନ ହିଆଳି —ପ୍ରତାପ. ଶଶିସେଣା)