ସମ୍ପୂର୍ଣ୍ଣ

ଉଇକିଅଭିଧାନ‌ରୁ
(ସଂପୂର୍ଣ୍ଣରୁ ଲେଉଟି ଆସିଛି)

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  1. ପରିପୂର୍ଣ୍ଣ
  2. ସମାପ୍ତ
  3. ଉଦ୍ଯାପିତ
  4. ସମଗ୍ର

ବିଶେଷ୍ୟ (ସଂସ୍କୃତ) (ସଙ୍ଗୀତ)[ସମ୍ପାଦନା]

  1. ସପ୍ତସ୍ଵରବିଶିଷ୍ଟ ରାଗ (ପଞ୍ଚସ୍ଵରବିଶିଷ୍ଟ ରାଗକୁ ଓଡ଼ବ, ଷଟସ୍ଵରବିଶିଷ୍ଟ ରାଗକୁ ଷାଡ଼ବ ଓ ସପ୍ତସ୍ଵର ବିଶିଷ୍ଟ ରାଗରାଗିଣୀକୁ ସମ୍ପୂର୍ଣ୍ଣ ବୋଲାଯାଏ)
  2. ଶୂନ୍ୟ

ଦେଶଜ କ୍ରିୟା ବିଶେଷଣ ଓ ବିଶେଷଣର ବିଶେଷଣ[ସମ୍ପାଦନା]

  1. ସମ୍ପୂର୍ଣ୍ଣରୂପେ