Jump to content

ସଂଯ

ଉଇକିଅଭିଧାନ‌ରୁ

ସଂଯ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ସମ୍=ଏକତ୍ରେ+ଯମ୍ ଧାତୁ=ନିବୃତ୍ତି କରିବା+ କର୍ତ୍ତୃ ଅ; ମ. ଲୋପ)

[ସମ୍ପାଦନା]

ପ୍ରାଣୀର ଦେହମଧ୍ୟସ୍ଥ ଯଥାବତ ଅବସ୍ଥିତ ସମୁଦାୟ ଅସ୍ଥି କଙ୍କାଳ —Skeleton.