Jump to content

ସଂଯତାତ୍ମା

ଉଇକିଅଭିଧାନ‌ରୁ

ସଂଯତାତ୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁ ଓ ସ୍ତ୍ରୀ—(ବହୁବ୍ରୀହି, ସଂଯତ ହୋଇଅଛି ଆତ୍ମା ଯାହାଦ୍ୱାରା; ୧ମା. ୧ବ)

[ସମ୍ପାଦନା]

ସ୍ଥିରମନା ଯେ ଆପଣାର ଇନ୍ଦ୍ରିୟମାନଙ୍କୁ ଓ ମନକୁ ବଶୀଭୂତ କରିଅଛି — Self-controlled; one who has subdued his passions.