Jump to content

ସଂଯତେନ୍ଦ୍ରିୟ

ଉଇକିଅଭିଧାନ‌ରୁ

ସଂଯତେନ୍ଦ୍ରିୟ

ଉଚ୍ଚାରଣ

[ସମ୍ପାଦନା]
(ସଂଯତେନ୍ଦ୍ରିୟା—ସ୍ତ୍ରୀ) 

(ସଂଯତେନ୍ଦ୍ରିୟତା—ବି)

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି ସଂଯତ ହୋଇଅଛି ଇନ୍ଦ୍ରିୟ ଯାହାଦ୍ୱାରା)

[ସମ୍ପାଦନା]

ଯେ ଆପଣାର ଇନ୍ଦ୍ରିୟମାନଙ୍କୁ ବଶୀଭୂତ କରିଅଛି —One who has subdued or controlled his organs of sense.