ସଂଯମନୀ
(ସଂଯମନୀପୁର—ଅନ୍ୟରୂପ)
ଯମପୁରୀ —The abode of the God of death.
[ଉ—ସୁଯୋଧନ ରାଜନ ଭୀନସେନ ଘେନି, ସୁଖେ ଯାଇ କରି ବସିବେ ସଂଯମନୀ କୃଷ୍ଣସିଂହ. ମହାଭାରତ. ବନ]