Jump to content

ସଂଯମିତ

ଉଇକିଅଭିଧାନ‌ରୁ

ସଂଯମିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ସମ୍+ଯମ୍ ଧାତୁ ଣିଚ୍=ଯମି ଧାତୁ+ କର୍ମ. ତ)

[ସମ୍ପାଦନା]
୧. ଦମିତ —୧. Restrained; controlled.
୨. ରୁଦ୍ଧ —୨. Bound; checked.
୩. ନିୟମିତ —୩. Regulated.
୪. କୃତ ସଂଯମ — ୪. Self-controlled.