ସଂଯାତ୍ରା
ଦେଖଣା
ସଂଯାତ୍ରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସମ୍+ଯା. ଧାତୁ=ଯିବା+ଭାବ. ତ୍ର+ଆ)
[ସମ୍ପାଦନା]- ୧. ସଂଯାନ (ଦେଖ) - —୧. Saṁj̄āna (See)
- ୨. ଅନୁଯାତ୍ରା; ବହୁ ଲୋକଙ୍କର ଏକତ୍ର ଗମନ —୨. A travelling of many persons together.
- ୩. ଜଳପଥରେ ଦଳବଦ୍ଧ ହୋଇ ଗମନ —୩. Strating of many persons together in a voyage.
- ୪. ଏକ ଦ୍ୱୀପରୁ ଦ୍ୱୀପାନ୍ତରକୁ ଗମନ —୪. A voyage or sailing from one island to another; transporation.