ସଂଯାନ
ଦେଖଣା
ସଂଯାନ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସମ୍+ଯା ଧାତୁ=ଯିବା+ଭାବ. ଅନ)
[ସମ୍ପାଦନା]- ୧. ସମ୍ୟକ୍ ଗମନ (ଯଥା—ଶୋଭାଯାତ୍ରା) —୧. A special starting (e.g. a procession)
- ୨. ବହୁ ଲୋକଙ୍କର ଏକତ୍ର ଗମନ; ସହଯାତ୍ରା —୨. Travelling in a body; a pilgrimage in company.
- ୩. (+ କର୍ତ୍ତୃ. ଅନ) ସୂଚୀ — ୩. A needle.
- ୪. ଛାଞ୍ଚ —୪. A mould.
- ୫. (+ କର୍ମ. ଅନ) ସମ୍ମେଳନ — ୫. A conference; an association.