ସଂଯାମ

ଉଇକିଅଭିଧାନ‌ରୁ

ସଂଯାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂଯମନ—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ଯମ୍ ଧାତୁ+ଭାବ. ଅ)[ସମ୍ପାଦନା]

୧. ବନ୍ଧନ — ୧. Binding; confinement; imprisonment.
୨. ନିୟମ; ବ୍ରତ— ପାଳନ —୨. Observance of a religious vow or fast.
୩. ନିରୋଧ; ଇନ୍ଦ୍ରିୟ ନିଗ୍ରହ —୩. Restraint.
୪. ଇନ୍ଦ୍ରିୟ ନିରୋଧ; ଇନ୍ଦ୍ରିୟ ନିଗ୍ରହ —୪. Self-control; subduing one's passions.
୫. ବ୍ରତାଦିର ପୂର୍ବ ଦିନ ହିବଷ୍ୟ ଭୋଜନ ଓ ଇନ୍ଦ୍ରିୟ ନିଗ୍ରାହାଦି ରୂପ ବିଧି; ଏକବାର —୫. Moderation in diet etc. observed on the day previous to the day of fasting.
୬. ସମାଧି ଯୋଗ; ଧ୍ୟାନ —୬. Deep meditation or abstraction; contemplation of the Infinite Supreme Being.
୭. (+ କର୍ମ ଅ) ଚତୁଃଶାଳ ଗୃହ; ଚଉକମରା ଘର —୭. Four houses built continuously round a square or courtyard.
୮. (+କର୍ତ୍ତୃ ଅ)—ଯମଦେବ —୮. The God of death.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଗାଢ଼ ଆଲିଙ୍ଗନ — TIght embrance.

[ଉ—ଉଭୟ ସଂଯମେ ପୟୋଧର ଉପରେ ପୀଡ଼ି, ମଦନ ରସ ସ୍ୱଭାବେ ଭୃଜେ ଭୃଜ ଭିଡ଼ି ପ୍ରାଚୀ. ରସବାରିଧି]



ସଂଯାମ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ଯମ୍ ଧାତୁ+ଭାବ ଅ)[ସମ୍ପାଦନା]

ସଂଯମ (ଦେଖ) - Saṁjāma (See)