ସଂଯୁକ୍
ଦେଖଣା
ସଂଯୁକ୍
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ପୁଂ. ଓ ସ୍ତ୍ରୀ (ସମ୍+ଯୁଜ୍ ଧାତୁ=ଯୁକ୍ତ ହେବା+ କର୍ତ୍ତୃ. କ୍ୱିପ୍; ସଂଯୁକ୍ତ ଶବ୍ଦ ୧ମା ୧ବ)
[ସମ୍ପାଦନା]- ୧. ଗୁଣ— ବାନ୍ —୧. Full of good qualities; possessed good qualities.
- ୨. ମିତ୍ରବତ୍ସଳ —୨. Fond of friends.
- ୩. ସଂଯୁକ୍ତ —୩. Conjoined; joined with.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଜାମାତା —Son-in-law.