ସଂଯୁକ୍ତ

ଉଇକିଅଭିଧାନ‌ରୁ

ସଂଯୁକ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସଂଯୁକ୍ତା—ସ୍ତ୍ରୀ) 

[ସଂଯୋଗ—ବି]

  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+ଯୁଜ୍ ଧାତୁ=ଯୁକ୍ତ ହେବା+କର୍ମ— ତ)[ସମ୍ପାଦନା]

୧. ସଂଯୋଗ ବିଶିଷ୍ଟ —୧. Connected with.
୨. ସମ୍ମିଳିତ —୨. Joined together.
୩. ସଂଲଗ୍ନ; ସଂସୁଷ୍ଟ — ୩. Attached to.