Jump to content

ସଂଯୁଗ

ଉଇକିଅଭିଧାନ‌ରୁ

ସଂଯୁଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ଯୁଜ୍ ଧାତୁ+ଅଧି. ଅ)

[ସମ୍ପାଦନା]
୧. ଯୁଦ୍ଧ; ସଂଗ୍ରାମ —୧. Fight; battle.
୨. (+ ଭାବ. ଅ) ସଂଯୋଗ (ଦେଖ) - —୨. Saṁjoga (See)
୩. ଯୋଗାଡ଼ ଯନ୍ତ୍ର —୩. Preparation.