Jump to content

ସଂଯୁଗ ଗୋଷ୍ପଦ

ଉଇକିଅଭିଧାନ‌ରୁ

ସଂଯୁଗ ଗୋଷ୍ପଦ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଗୋଷ୍ପଦ ବା ଗୋରୁର ଖୋଜ ବିଷୟରେ ସଂଯୁଗ ବା ଯୁଦ୍ଧ; ପରନିପାତ)

[ସମ୍ପାଦନା]

ସାମାନ୍ୟ ବିଷୟ ଘେନି ବାଦ ବିବାଦ —A quarrel or contest over a trifling matter; tempest in a tea-pot.