Jump to content

ସଂଯୋଗିବା

ଉଇକିଅଭିଧାନ‌ରୁ

ସଂଯୋଗିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ପଦ୍ୟ)

[ସମ୍ପାଦନା]
୧. ସଂଯୁକ୍ତ କରିବା; ଲଗାଇବା — ୧. To connect; to attach.
୨. ବ୍ୟବସ୍ଥା କରିବା —୨. To arrange.

[ଉ—ଚିତା ସଂଯୋଗି ବେଗବନ୍ତେ, ସେ ବନେ ନିର୍ଜନେ ଏକାନ୍ତେ ଜଗନ୍ନାଥ. ଭାଗବତ]