Jump to content

ସଂଯୋଗୀ

ଉଇକିଅଭିଧାନ‌ରୁ

ସଂଯୋଗୀ

ଉଚ୍ଚାରଣ

[ସମ୍ପାଦନା]
(ସଂଯୋଗିନୀ—ସ୍ତ୍ରୀ) 

(ବିଯୋଗୀ—ବିପରୀତ)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଂଯୋଗ+ଅଛି ଅର୍ଥରେ ଇନ୍ ୧ମା. ୧ବ)

[ସମ୍ପାଦନା]
୧. ସଂଯୋଗକାରକ —୧. Joining; uniting.
୨. ସଂଯୋଗ ବିଶିଷ୍ଟ; ସଂଯୋଜିତ — ୨. Connected; united; conjoined.