Jump to content

ସଂଯୋଗ କାରକ

ଉଇକିଅଭିଧାନ‌ରୁ

ସଂଯୋଗ କାରକ

ଉଚ୍ଚାରଣ

[ସମ୍ପାଦନା]

(ସଂଯୋଗକାରୀ—ଅନ୍ୟରୂପ)

(ସଂଯୋଗକାରିକା; ସଂଯୋଗକାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ସଂଯୋଗ+କୃ ଧାତୁ+କର୍ତ୍ତୃ ଅକ) ଯାହା ଦୁଇ ବସ୍ତୁକୁ ବା ଦୁଇ ବ୍ୟକ୍ତିଙ୍କୁ ମିଳିତ କରାଏ —Causing union (of two things or two persons.)