Jump to content

ସଂଯୋଗ ବିଯୋଗ

ଉଇକିଅଭିଧାନ‌ରୁ

ସଂଯୋଗ ବିଯୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିପରୀତାର୍ଥକ ସହଚର)

[ସମ୍ପାଦନା]
୧. ମିଳନ— ଓ ବିଚ୍ଛେଦ —୧. Meeting and separation.
୨. (ଗଣିତ) ରାଶିମାନଙ୍କ ମିଶାଣ ଓ ଫେଡ଼ାଣ —୨. (Mathematics) Addition and subtraction.
୩. (ବିଜ୍ଞାନ) ଦୁଇଟି ବସ୍ତୁର ମିଶ୍ରଣ ଓ ପୃଥ୍ୱୀକରଣ —୩. (Science) Synthesis and analysis.