Jump to content

ସଂଯୋଗ ବିରୁଦ୍ଧ

ଉଇକିଅଭିଧାନ‌ରୁ

ସଂଯୋଗ ବିରୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - —(ବୈଦିକ)

[ସମ୍ପାଦନା]

ଯେଉଁ ଖାଦ୍ୟଦ୍ରବ୍ୟାଦି ପରସ୍ପର ସବିତ ସଂଯୁକ୍ତ ବା ମିଳିତ ବା ଭକ୍ଷିତ ହେଲେ ବ୍ୟବହାରକାରୀର ରୋଗ ଘଟାଏ କିବା ବିକ୍ଷପର ଫଳ ଜାତ କରେ —(articles) Which cause sickness or become poisonous when mixed up or used or taken together.

[ଉ—ଗୋରସ ଓ ଆମିଷ, ତୈଳ ଓ ଘୃତ ମଧୁ ଓ ଘୃତ, ପଇଡ଼ପାଣି ଓ କର୍ପୂର, ଗୁଡ଼ ଓ କୋଚିଲା, ତାମ୍ରପାତ୍ର ଓ ଅମ୍ଳ ପଦାର୍ଥ ଏମାନ ସଂଯୋଗ ବିରୁଦ୍ଧ ବସ୍ତୁ ଅଟେ]