Jump to content

ସଂଯୋଜକ

ଉଇକିଅଭିଧାନ‌ରୁ

ସଂଯୋଜକ

ଉଚ୍ଚାରଣ

[ସମ୍ପାଦନା]
(ସଂଯୋଜିକା—ସ୍ତ୍ରୀ) 

(ବିଯୋଜକ—ବିପରୀତ)

  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+ଯୁଜ୍ ଧାତୁ ଣିଚ୍+କର୍ତ୍ତୃ. ଅକ)

[ସମ୍ପାଦନା]

ସଂଯୋଗକାରକ; ଯେ ମିଳନ ଘଟାଏ — Uniting; causing unoin.