ସଂଯୋଜିତ
ଦେଖଣା
ସଂଯୋଜିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ସମ୍+ଯୁଜ ଧାତୁ ଣିଚ୍=ଯୋଜି ଧାତୁ= ଯୋଗ କରାଇବା+କର୍ମ. ତ)
[ସମ୍ପାଦନା]- ୧. ସଂମେଳିତ; ମିଶ୍ରୀକୃତ —୧. Compounded; united; mixed up; joined together.
- ୨. ଏକ ପଦାର୍ଥରୁ ବିୟୋଗ କରାଯାଇ ଅନ୍ୟ ପଦାର୍ଥରେ ଯୋଗ କରା ଯାଇଥିବା — ୨. Caused to be joined with a thing after having been dissociated from another.
- ୩. ସହବାସାର୍ଥ ଏକତ୍ରୀକୃତ — ୩. Brought together for the purpose of cohabitation or breeding.
- ୪. ଯୋଚା ଯାଇଥିବା —୪. Yoked to.
- ୫. ଯୋଗା ଯାଇଥିବା — ୫. Supplied.