Jump to content

ସଂରକ୍ତ

ଉଇକିଅଭିଧାନ‌ରୁ

ସଂରକ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସମ୍+ରଂଜ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ରଙ୍ଗା ଯାଇଥିବା —୧. Coloured; dyed.
୨. ତୋଫା— ନାଲି; ଗାଢ଼ ରକ୍ତ —୨. Bright red; scarlet.
୫. ଭାବୋଦ୍ଦେଜିତ —୩. Fired with passion; impassioned (Apte).
୪. ଅତି କ୍ରୁଦ୍ଧ; କ୍ରୋଧରେ ଜଳୁଥିବା —୪. Inflamed with anger (Apte).
୫. ମୋହିତ —୫. Enamoured; charmed (Apte).
୬. (+କର୍ତ୍ତୃ. ତ) ସୁନ୍ଦର; ମନୋହର —୬. Charming; beautiful (Apte).