Jump to content

ସଂରକ୍ଷ

ଉଇକିଅଭିଧାନ‌ରୁ

ସଂରକ୍ଷ

ଉଚ୍ଚାରଣ

[ସମ୍ପାଦନା]

(ସଂରକ୍ଷିତ—ବିଣ)

ସଂସ୍କୃତ - ବିଶେଷ୍ୟ - (ସମ୍+ରକ୍ଷ୍ ଧାତୁ=ରକ୍ଷା କରିବା+ଭାବ. ଅ)

[ସମ୍ପାଦନା]
୧. (ବିପଦାଦିରୁ, ବିନାଶରୁ ବା ଧ୍ୱଂସରୁ) ରକ୍ଷା କରିବା —୧. Act of saving or protecting; conservating.
୨. ତତ୍ତ୍ୱାବ— ଧାରଣ —୨. Superintendence; supervision.
୩. ଯତ୍ନପୂର୍ବକ ସମ୍ପାଦିବା —୩. Preservation; care.
୪. ପୂର୍ବରୀତିମାନ ଅକ୍ଷୂର୍ଣ୍ଣ ରଖିବା —୪. Conservatism; preserving of the old customs,
୫. ଜଗା ରଖା; ରଖିବାର ଭାର ଗ୍ରହଣ —୫. Custody; charge (Apte).