Jump to content

ସଂରକ୍ଷକ

ଉଇକିଅଭିଧାନ‌ରୁ

ସଂରକ୍ଷକ

ଉଚ୍ଚାରଣ

[ସମ୍ପାଦନା]
(ସଂରକ୍ଷିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ଓ ବିଶେଷ୍ୟ - ପୁଂ. (ସମ୍+ରକ୍ଷ୍ ଧାତୁ=ରକ୍ଷା କରିବା+ କର୍ତ୍ତୃ. ଅକ)

[ସମ୍ପାଦନା]

ଯେ ରକ୍ଷା କରେ; ରକ୍ଷାକାରୀ — Protector.