ସଂରକ୍ଷଣ ନୀତି
ଦେଖଣା
ସଂରକ୍ଷଣ ନୀତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଆଧୁନିକ ପ୍ରୟୋଗ)
[ସମ୍ପାଦନା]- ୧. ପ୍ରାଚୀନ ରାଜ— ନୀତିକ ଓ ସାମାଜିକ ପ୍ରଥାମାନ ଲୁପ୍ତ ନ କରି ତାହା ବଜାୟ ରଖିବାର ପଦ୍ଧତି —୧. Conservatism (in politics and society).
- ୨. ଯେଉଁ ନୀତି ସାହାଯ୍ୟରେ ବାଣିଜ୍ୟାଦିଦ୍ୱାରା ଦେଶର ସ୍ୱାର୍ଥ ରକ୍ଷା କରାଯାଏ —୨. Protection of the interests of a country in trade matters.