Jump to content

ସଂରବ୍ଧ

ଉଇକିଅଭିଧାନ‌ରୁ

ସଂରବ୍ଧ

ଉଚ୍ଚାରଣ

[ସମ୍ପାଦନା]

(ସଂରମ୍ଭ—ବି)

ସଂସ୍କୃତ - ବିଶେଷଣ - (ସମ୍+ରନଭ୍ ଧାତୁ=ଶବ୍ଦ କରିବା; କ୍ରୋଧ କରିବା+କର୍ତ୍ତୃ. ତ)

[ସମ୍ପାଦନା]
୧. କ୍ରୁଦ୍ଧ; ରାଗାନ୍ୱିତ; କ୍ରୋଧାଭିଭୁତ —୧. Enraged; impassioned; inflamed with anger.
୨. ବିଶେଷ ଶବ୍ଦ ବିଶିଷ୍ଟ — ୨. Tumultuous.
୩. ବ୍ୟାକୁଳ —୩. Excited; irritated; agitated.
୪. (+କର୍ମ. ତ)— ଉତ୍ସାହିତ (ପ୍ରକୃତିବାଦ) —୪. Encouraged.
୫. ବର୍ଦ୍ଧିତ; ବୃଦ୍ଧି ପ୍ରାପିତ —୫. Augmented (Apte).
୬. ଫୁଲା ଯାଇଥିବା —୬. Swelled (Apte).
୭. ଉଦ୍ଦେଜିତ —୭. Overwhelmed.
୮. ଛନ୍ଦାଛନ୍ଦି; ଲଗାଲଗି; ପରସ୍ପର ସଂଯୁକ୍ତ —୮. Closely joined; hand in hand (Apte).