Jump to content

ସଂରାଧନା

ଉଇକିଅଭିଧାନ‌ରୁ

ସଂରାଧନା

ଉଚ୍ଚାରଣ

[ସମ୍ପାଦନା]

(ସଂରାଧିତ, ସଂରାଧକ—ବି)

ସଂସ୍କୃତ - ବିଶେଷ୍ୟ - (ସମ୍+ରାଧ୍ ଧାତୁ=ସ୍ତବ କରିବା+ଭାବ. ଅନ;+ଆ)

[ସମ୍ପାଦନା]
୧. ଆରାଧନା; ବିଶେଷ ଜାକଜମକ ସହିତ ଅନୁଷ୍ଠିତ ପୂଜା — ୧. Worship accompanied with pomp.
୨. ଆରାଧନାଦିଦ୍ୱାରା ସନ୍ତୋଷବିଧାନ —୨. Propitiation; counciliation (Apte).
୩. ସମାଧାନ —୩. Accomplishment.
୪. ଗଭୀର ଧ୍ୟାନ — ୪. Deep meditation (Apte).