Jump to content

ସଂରାବ

ଉଇକିଅଭିଧାନ‌ରୁ

ସଂରାବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ରୁ ଧାତୁ=ଶବ୍ଦ କରିବା+ଭାବ. ଅ)

[ସମ୍ପାଦନା]
୧. ଆରାବ; ଉଚ୍ଚ ଶବ୍ଦ —୧. High sound; clamour.
୨. ଘୋଘା; ଗୋଳମାଳ —୨. Noise; tumult; uproar.