ସଂରୁଦ୍ଧ
ଦେଖଣା
ସଂରୁଦ୍ଧ
ଉଚ୍ଚାରଣ
[ସମ୍ପାଦନା](ସଂରୁଦ୍ଧା—ସ୍ତ୍ରୀ)
(ସଂରୋଧକ—ବି)
ସଂସ୍କୃତ - ବିଶେଷଣ - (ସମ୍+ରୁଧ୍ ଧାତୁ=ରୋଧ କରିବା+କର୍ମ. ତ)
[ସମ୍ପାଦନା]- ୧. ବଦ୍ଧ —୧. Bound.
- ୨. ଅବରୁଦ୍ଧ —୨. Beseigened; blockaded.
- ୩. ନିରୁଦ୍ଧ —୩. Obstructed; restrained.
- ୪. କାରାରୁଦ୍ଧ —୪. Imprisoned; confined; shut up.
- ୫. ବାଧାପ୍ରାପ୍ତ —୫. Checked; impeded (Apte).
- ୬. ପରିପୂରିତ — ୬. Blocked up; fille up (Apte).
- ୭. ଆଚ୍ଛାଦିତ; ଆବୃତ —୭. Covered over; concealed (Apte).
- ୮. ସ୍ଥଗିତ; ନିଷିଦ୍ଧ —୮. Refused; withheld (Apte).