Jump to content

ସଂରୋଧନ

ଉଇକିଅଭିଧାନ‌ରୁ

ସଂରୋଧନ

ଉଚ୍ଚାରଣ

[ସମ୍ପାଦନା]

ସଂରୁଦ୍ଧ, ସଂରୋଧ୍ୟ, ସଂରୋଧନୀୟବିଣ

ସଂସ୍କୃତ - ବିଶେଷ୍ୟ - (ସମ୍+ରୁଧ୍ ଧାତୁ+ଭାବ. ଅନ)

[ସମ୍ପାଦନା]

ଅଟକାଇବା; ସଂରୁଦ୍ଧ କରିବା —Act of restraining or confining or binding or preventing etc.