Jump to content

ସଂରୋହ

ଉଇକିଅଭିଧାନ‌ରୁ

ସଂରୋହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସମ୍+ରୁହ୍ ଧାତୁ=ଉତ୍ପନ୍ନ ହେବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଅଙ୍କୁର; ଗଜା —୧. Germ; sprout; seed-bud.
୨. (+ଭାବ. ଅ) ଜନ୍ମ; ଉତ୍ପତ୍ତି — ୨. Birth; production.