ସଂଲଗ୍ନ
ଦେଖଣା
ସଂଲଗ୍ନ
ଉଚ୍ଚାରଣ
[ସମ୍ପାଦନା](ସଂଲଗ୍ନା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ସମ୍+ଲଗ୍ ଧାତୁ=ଲାଗିଯିବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ସଂଯୁକ୍ତ —୧. Attached to; connected with.
- ୨. ନିକଟରେ ଅବସ୍ଥିତ — ୨. Contiguous to.
- ୩. ଏକୀଭୂତ; ମିଳିତ — ୩. Brought into; mixed up.
- ୪. ଏକତ୍ର ଲାଗି ଯାଇଥିବା —୪. Stuck together; adhering to.
- ୫. ପରସ୍ପର ଆଘାତ ପ୍ରତିଘାତ କରୁଥିବା — ୫. Come to close contact (Apte).
- ୬. ମାଡ଼ ମରାମରି ହେଉଥିବା — ୬. Coma to blows (Apte).