Jump to content

ସଂଲୟ

ଉଇକିଅଭିଧାନ‌ରୁ

ସଂଲୟ

ଉଚ୍ଚାରଣ

[ସମ୍ପାଦନା]

(ସଂଲୟନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ସମ୍+ଲୀ. ଧାତୁ=ଉଭେଇ ଯିବା, ମିଶିଯିବା+ ଭାବ. ଅ)

[ସମ୍ପାଦନା]
୧. ନିଦ୍ରା —୧. Sleep.
୨. ପ୍ରଳୟ —୨. Dissolution of Nature; universal destruction.
୩. ବିଲୟ; ବିନାଶ — ୩. Destruction; ruin.