ସଂଳାପ
ଦେଖଣା
ସଂଳାପ
ଉଚ୍ଚାରଣ
[ସମ୍ପାଦନା][ସଂଳାପନ(ନା)—ଅନ୍ୟରୂପ]
(ସଂଳାପିତ—ବିଣ)
ସଂସ୍କୃତ - ବିଶେଷ୍ୟ - (ସମ୍+ଳପ୍ ଧାତୁ=କହିବା+ଭାବ. ଅ)
[ସମ୍ପାଦନା]- ୧. ପରସ୍ପର ଭାଷଣ; କଥାଭାଷା କଥୋପକଥନ — ୧. Conversation; discourse.
- ୨. ଅନ୍ୟୋଽନ୍ୟ ପ୍ରୀତିଭାଷଣ; ବିରୋଧରହିତ କଥୋପକଥନ; ପରସ୍ପର ଦୁଖସୁଖ ହେବା —୨. Friendly conversation; pleasant discourse.
- ୩. ଦୁଇ ଜଣଙ୍କର ବିଶ୍ରମ୍ଭାଳାପ; ଗୁପ୍ତ ସମ୍ଭାଷଣ —୩. Confidential talk; secret conversation.
- ୪. ଉକ୍ତି ପ୍ରତ୍ୟୁକ୍ତି — ୪. Dialogue.