Jump to content

ସଂଶିତ

ଉଇକିଅଭିଧାନ‌ରୁ

ସଂଶିତ

ଉଚ୍ଚାରଣ

[ସମ୍ପାଦନା]
(ସଂଶିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+ଶୋ ଧାତୁ=ନାଶ କରିବା; ନିର୍ଣ୍ଣୟ କରିବା+କର୍ମ. ତ)

[ସମ୍ପାଦନା]
୧. ନିର୍ଣ୍ଣୀତ; ନିର୍ଦ୍ଧାରିତ; ସ୍ଥିରୀକୃତ; ନିରୂପିତ —୧. Ascertained, settled; fixed; decided; determined.
୨. ସୂଚିତ —୨. Hinted; indicated; attended to.
୩. ସମୂର୍ଣ୍ଣ —୩. Completed; finished.
୪. ନିର୍ବାହିତ; ସଂପାଦିତ —୪. Accomplished; effected.
୫. ସମ୍ୟକ୍ ଶାଣିତ; ତୀକ୍ଷ୍ଣୀକୃତ — ୫. Whetted; sharpened.
୬. ନିଷ୍ଠାବାନ୍;
ବ୍ରତ ପାଳନରେ ସଂପୂର୍ଣ୍ଣ ରୂପେ ଯତ୍ନବାନ —୬. Careful or resolved to duly perform a religious vow.
୭. ସମାପ୍ତ —୭. Completed.
୮. ତୀକ୍ଷ୍ଣ —୮. Sharp (Apte).