ସଂଶିତ ବ୍ରତ
ଦେଖଣା
ସଂଶିତ ବ୍ରତ
ଉଚ୍ଚାରଣ
[ସମ୍ପାଦନା](ସଂଶିତବ୍ରତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ସଂଶିତ ହୋଇଅଛି ବ୍ରତ ଯାହାର ବା ସଂଶିତ ଅଟେ ବ୍ରତରେ ଯେ)
[ସମ୍ପାଦନା]- ୧. ବ୍ରତନିଷ୍ଠ; ଯଥା ନିୟମରେ ବ୍ରତ— ଅନୁଷ୍ଠାନକାରୀ —୧. Performing religious vows regularly and properly; regular in the performance of religious vows.
- ୨. ଯେ ବ୍ରତ ପାଳନ କରି ସାରିଅଛି —୨. One who has fulfilled his vow.