Jump to content

ସଂଶୁଦ୍ଧ

ଉଇକିଅଭିଧାନ‌ରୁ

ସଂଶୁଦ୍ଧ

ଉଚ୍ଚାରଣ

[ସମ୍ପାଦନା]
(ସଂଶୁଦ୍ଧା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସମ୍+ଶୁଧ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ସମ୍ପୂର୍ଣ୍ଣ— ରୂପେ ପବିତ୍ରୀକୃତ —୧. Completely purified.
୨. ପରିଶୋଧିତ; ସମ୍ମାର୍ଜ୍ଜିତ — ୨. Polished; refined.
୩. ପ୍ରାୟଶ୍ଚିତ୍ତଦିଦ୍ୱାରା ଅପଗତପାପ —୩. Expiated.
୪. ଅପରାଧ ବା ଅଭିଯୋଗରୁ ମୁକ୍ତ —୪. Accquitted (of a charges)
୫. ଦାୟିତ୍ୱରୁ ବା ଋଣରୁ ନିଷ୍କୃତିପ୍ରାପ୍ତ —୫. Freed or released of a debt or liability.
୬. ସମ୍ପୂର୍ଣ୍ଣ ରୂପେ ପରିଷ୍କୃତ —୭. Thoroughly cleansed.